spot_img

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଂଯୁକ୍ତା ଦାଶଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଜଗତସିଂହପୁର କାର୍ଯ୍ୟାଳୟ, ସାତପୁରାରେ ଥିବା ଘର, ଜଗତସିଂହପୁର ଟାଉନରେ ୨ ମହଲା ଘର, କଟକରେ ଥିବା ଫ୍ଲାଟ ଘରେ ବି ରେଡ୍ ହୋଇଛି। ଭିଜିଲାନ୍ସ ଟିମ୍ କିଛି ଦସ୍ତାବିଜ୍, ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ, ଫ୍ଲାଇଟ ଟିକେଟ ସଂଗ୍ରହ କରି ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ଇନ୍ସପେକ୍ଟର କହିଛନ୍ତି।  ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular