ସାଖିର: ଫମୁର୍ଲା ୱାନର ବହୁ ଚର୍ଚ୍ଚିତ ରେସର ମାଇକେଲ ସୁମାକରଙ୍କ ପୁଅ ମିକ ସୁମାକର ଫମୁର୍ଲା ୱାନରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ସେ ହାସ ଟିମ ତରଫରୁ ଡେବ୍ୟୁ କରିବେ ବୋଲି ସୂଚନା ମିଳିଛି । ତେବେ ୨୦୧୨ ସେସନ ପରେ ୭ଥର ବିଶ୍ୱଚାମ୍ପିୟନଶିପ ହାସଲ କରିଥିବା ସୁମାକର ଫର୍ମୁଲା ୱାନରୁ ଅବସର ନେଇଥିଲେ । ଅନ୍ୟପଟେ ଏନେଇ ହାସ ଟିମ ତରଫରୁ ମିକଙ୍କ ସହ ଚୁକ୍ତି ହୋଇଛି ବୋଲି ଟିମ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛିି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0