ଚଣ୍ଡିଗଡ: ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁକବୀର ବାଦଲ ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ଦିଲ୍ଲୀ ରାଜରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି। ହେଲେ ଏପର୍ୟ୍ୟନ୍ତ ସରକାର ଚାଷୀଙ୍କ ସହ ଆଲୋଚନା ଆରମ୍ଭ କରିନାହନ୍ତି। ଅପରପକ୍ଷେ ଦିଲ୍ଲୀକୁ ଆନ୍ଦୋଳନ ଲାଗି ଯାଉଥିବା ଚାଷୀଙ୍କୁ ଖାଲିସ୍ତାନୀ ସମର୍ଥକ କହିବାକୁ ବିଜେପି ନେତା ପଛେଇ ନାହାନ୍ତି। ଏଥିରୁ ଏପରି ମାନସିକତା ରଖୁଥିବା ଲୋକେ ଦେଶପ୍ରେମୀ ନା ଦେଶଦ୍ରୋହୀ ସହଜରେ ବୁଝା ପଡିଯାଉଛି ବୋଲି କହିଛନ୍ତି ବାଦଲ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0