spot_img

କେଶ ଦାନ କରି ଚର୍ଚ୍ଚାରେ ବଲିଉଡ଼ ମଡ଼େଲର ନୀନା ସରକାର

ମୁମ୍ବାଇ : କେଶ ଦାନ କରି ଚର୍ଚ୍ଚାକୁ ଆସିଲେ ବଲିଉଡ଼ର ଜଣାଶୁଣା ମଡ଼େଲର ନୀନା ସରକାର । ନୀନା ନିକଟରେ ନିଜର କେଶ ଟିମରରେ କାଟୁଥିବାର ଦୁଇଟି ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ପ୍ରଥମ ଭିଡ଼ିଓରେ ସେ ନିଜର କେଶକୁ ଧନ୍ୟବାଦ ଦେଉଛନ୍ତି ଓ ଦ୍ୱିତୀୟ ଭିଡ଼ିଓରେ ନିଜର ପୁରା କେଶକୁ କାଟୁଛନ୍ତି ।

ଭିଡ଼ିଓ ରେ ସେ ସ୍ପଷ୍ଟ କରିଛନ୍ତି ସେ ଏହି କେଶକୁ ବିକୁ ନାହାଁନ୍ତି ବରଂ ଦାନ କରୁଛନ୍ତି । ଯାହାର ଭିଡ଼ିଓ ସୋସିୟାଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ନୀନା ସରକାର ଫିଲ୍ମ ମନି ଦେବୋ ଭବର ଲେଜା ଲେଜା ଗୀତରେ ନଜର ଆସି ଆସିଥିଲେ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular