spot_img

ଅରୁଣ ସାହୁଙ୍କୁ ବହିଷ୍କାର କର।ନଗଲେ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ: ସମ୍ବିତ ପାତ୍ର

ଭୁବନେଶ୍ୱର : ଦିନକୁ ଦିନ ପରୀ ହତ୍ୟାକୁ ନେଇ ତେଜୁଛି ରାଜନୀତି । ବିଧାନସଭାରେ ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗେ।ଳ ଦେଖିବାକୁ ମିଳିଥିଲା । ତେବେ ବିଧାନସଭା ପରେ ବି ପରୀ ହତ୍ୟା ଘଟଣାକୁ ନେଇ ଜେ।ରସେ।ରରେ ଚାଲିଛି ଚର୍ଚା । ତେବେ ନୟାଗଡ ପରୀ ଗାଁ କୁ ଯିବା ପୂର୍ବରୁ ଭୁବନେଶ୍ୱରରେ ପ୍ରତିକ୍ରିୟା ଦେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତିି , ଯେପର୍ୟ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କର।ନଯାଏ, ପରୀ ହତ୍ୟାର ତଦନ୍ତ ନିରପେକ୍ଷ ହେ।ଇପାରିବ ନାହିଁ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏସପି ଓ ଜିଲ୍ଲାପାଳଙ୍କ ଉପରେ ମନ୍ତ୍ରୀ ଚାପ ପକାଉଛନ୍ତି ଯାହାଦ୍ୱାରା ତଦନ୍ତ ବାଟହରା ହେ।ଇପାରେ ବେ।ଲି କହିଛନ୍ତି ସମ୍ବିତ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular