ମୁନିଗୁଡା : ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଶିରିପୁର ଓ ଏହାର ଆଖପାଖ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ୪୫ ଏକର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଛନ୍ତି ଅବକାରୀ, ପୋଲିସ ଓ ବନ ବିଭାଗର କର୍ମଚାରୀ । ଏହାର ମୂଲ୍ୟ ୫ କୋଟି ୪୦ ଲକ୍ଷ ହେବ ବୋଲି ସୂଚନା ମିଳିଛି ।
ସପ୍ତାହେ ମଧ୍ୟରେ ଏହି ଅଞ୍ଚଳରୁ ୧୫୫ ଏକର ଜାଗାରେ ଲାଗିଥିବା ଗଞ୍ଜଇ ଚାଷକୁ ନଷ୍ଟ କରାଯାଇଛି । ଏହି ଅଭିଯାନ ମୁନିଗୁଡା ଏସଡିପିଏଙ୍କ ନେତୃତ୍ବରେ ଜାରି ରହିଛି । କଡା ସୁରକ୍ଷା ମଧ୍ୟରେ ଏହି ଅପରେସନ ଜାରି ରହିଥିବା ଜଣାପଡିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0