spot_img

୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ମୁନିଗୁଡା ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଶିରିପୁର ଏହାର ଆଖପାଖ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ୪୫ ଏକର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଛନ୍ତି ଅବକାରୀ, ପୋଲିସ ବନ ବିଭାଗର କର୍ମଚାରୀ ଏହାର ମୂଲ୍ୟ କୋଟି ୪୦ ଲକ୍ଷ ହେବ ବୋଲି ସୂଚନା ମିଳିଛି

ସପ୍ତାହେ ମଧ୍ୟରେ ଏହି ଅଞ୍ଚଳରୁ ୧୫୫ ଏକର ଜାଗାରେ ଲାଗିଥିବା ଗଞ୍ଜଇ ଚାଷକୁ ନଷ୍ଟ କରାଯାଇଛି ଏହି ଅଭିଯାନ ମୁନିଗୁଡା ଏସଡିପିଏଙ୍କ ନେତୃତ୍ବରେ ଜାରି ରହିଛି କଡା ସୁରକ୍ଷା ମଧ୍ୟରେ ଏହି ଅପରେସନ ଜାରି ରହିଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular