spot_img

ଚେନ୍ନାଇ ଏଫସିକୁ ମାତ ଦେଲା ବାଙ୍ଗାଲୋର

ଗୋଆ: ଇଣ୍ଡିଆନ ସୁପରଲିଗରେ ବଙ୍ଗାଲୋର ଏଫସି ୧-୦ ଗୋଲରେ ଚେନ୍ନାଇ ଏଫସିକୁ ପରାସ୍ତ କରିଛି । ପ୍ରଥମାଦ୍ଧରେ ଉଭୟ ଦଳ ଗୋଲ ଶୂନ୍ୟ ଥିଲେ । ତେବେ ଦ୍ୱିତୀୟାଦ୍ଧରେ ବାଙ୍ଗାଲୋରର ଅଭିଜ୍ଞ ଷ୍ଟା୍ରଇକର ସୁନୀଲ ଛେତ୍ରୀ ୫୬ ମିନିଟରେ ପେନାଲ୍ଟି ଜରିଆରେ ଏକମାତ୍ର ଗୋଲ ସ୍କୋର କରିଥିଲେ । ଅନ୍ୟପଟେ ବିପକ୍ଷ ଦଳ ଚେନ୍ନାଇର ମିଡଫିଲ୍ଡର ଅନିରୁଦ୍ଧ ଥାପ୍ପା ଆହତ ହୋଇ ପଡିଆ ଛାଡି ଦେଇଥିଲେ । ଯାହାଫଳରେ ଚେନ୍ନାଇ ମ୍ୟାଚ ଟିକୁ ନିଜ ହାତରୁ ହରାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular