spot_img

ଷଣ୍ଢକୁ ଧକ୍କା ଦେଇ ଜଳିଗଲା କାର୍

 ଟାଙ୍ଗି : ଟାଙ୍ଗି ଥାନା ସର୍ଦଳା ଛକ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଦୁର୍ଘଟଣା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ କାର୍ ଆରୋହୀ । ଟାଙ୍ଗୀ ପୋଲିସ୍ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କାରଟି ଚଣ୍ଡିଖୋଲରୁ କଟକ ଯାଉଥିବା ସମୟରେ ହରିଅନ୍ତା ଛକରେ ରାସ୍ତା ପାର ହେଉଥିବା ଷଣ୍ଢକୁ ଧକ୍କା ଦେଇଥିଲା । ତାପରେ ହଠାତ୍ କାର୍ ଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular