spot_img

ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବା ପୂର୍ବରୁ ଡିସେମ୍ବର ୮ରେ ଭାରତ ବନ୍ଦ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ତେବେ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରାଯିବା ସହିତ ଦେଶବ୍ୟାପୀ ରାଜପଥ ଗୁଡିକରେ ରହିଥିବା ସମସ୍ତ ଟୋଲ ଗେଟ ଗୁଡିକ ଅବରୋଧ ଓ ଟୋଲ ଟିକସ ଆଦାୟକୁ ବନ୍ଦ କରାଯିବ ବୋଲି ବିକେୟୁ ସାଧାରଣ ସମ୍ପାଦକ ଏଚଏସ ଲାଖୋୱାଲ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular