ସୁନ୍ଦରଗଡ଼: ଗୋଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ। ଗତକାଲି ସନ୍ଧ୍ୟାରେ ଗୋଚାଲାଣକୁ ନେଇ କୁତ୍ରା ଥାନା ଖତକୁରଵାହାଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଚାଲାଣକୁ ବିରୋଧ କରୁଥିବା ଗୋଷ୍ଠୀର ୨ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହେବା ପରେ ଉତ୍ତେଜନା ଵୃଦ୍ଧି ପାଇଛି। ଅନ୍ୟପଟେ ଏହାର ପ୍ରତିବାଦରେ ଵଜରଙ୍ଗ ଦଳ କୁତ୍ରା ଥାନା ଘେରିଛି। ଏସପି ସାଗରିକା ନାଥଙ୍କ ନେତୃତ୍ବରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଵୁଝାଶୁଝା କରୁଛନ୍ତି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0