ଭୁବନେଶ୍ବର: ଆଜିଠାରୁ ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ଗଡିବ । ଭୁବନେଶ୍ବରରୁ ଦିନ ୨.୧୦ ପରିବର୍ତ୍ତେ ଦିନ ୧.୪୦ରେ ଷ୍ଟେସନ ଛାଡିବ। ଏହା ସହ ଟ୍ରେନଟି ରାଉରକେଲାରେ ରାତି ୯ଟାରେ ପହଞ୍ଚିବା ସହ ସେଠାରୁ ସକାଳ ୫.୨୦ରେ ବାହାରି ଭୁବନେଶ୍ଵରରେ ଦିନ ୧୨.୩୦ରେ ପହଁଞ୍ଚିବ ।

Visitors Today : 0
Total Visitors : 130181
Total Views : 9891632
Visitors Online Now : 0