ନୂଆଦିଲ୍ଲୀ: ଯୋଗୀଙ୍କ କ୍ୟାବିନେଟରେ ୬ ନୂଆ ମନ୍ତ୍ରୀ ଶପଥ ନେଇ ପାରନ୍ତି । ତେବେ ଉତ୍ତର ପ୍ରଦେଶ ବିଜେପି ପ୍ରଭାରୀ ରାଧାମୋହନ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଯାଉଛି । ଅନ୍ୟପଟେ ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଚେତନ୍ ଚୌହାନ ଏବଂ କମଲା ରାଣୀଙ୍କର କିଛି ଦିନ ତଳେ ଦେହାନ୍ତ ହୋଇଛି । ଯେଉଁଥିପାଇଁ କି କ୍ୟାବିନେଟରେ ଦୁଇଟି ମନ୍ତ୍ରୀ ପଦ ଖାଲି ରହିଛି । ତେବେ ନୂଆ ଚେହେରାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ନେଇ ଚର୍ଚ୍ଚା ଯୋର ଧରିଛି । ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି ଯେ, ଯୋଗୀ ସରକାରଙ୍କର କ୍ୟାବିନେଟ ବିସ୍ତାର ପାଇଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0