କର୍ଣ୍ଣାଟକ : ରାଜ୍ୟରେ ଅର୍ନ୍ତ ଧାର୍ମିକ ବିବାହ ଏବଂ ଗୋ ହତ୍ୟା ବିରୋଧ ରେ ଆଇନ ଲାଗୁ କରିବାକୁ ପ୍ରସ୍ତାବ ପାରିତ ହୋଇଛି। ଗତ ଶନିବାର କର୍ଣ୍ଣାଟକ ବିଜେପିର ରାଜ୍ୟ କାର୍ୟ୍ୟନିର୍ବାହୀ ଏହି ଆଇନ ପାରିତ କରିଛନ୍ତି । ରାଜ୍ୟ ବିଜେପି ସଭାପତି ନାଲିନ କୁମାର କାଟିଲ କହିଛନ୍ତି ଯେ ସରକାର ଏ ବାବଦରେ ଆବଶ୍ୟକ ନିଷ୍ପତ୍ତି ନେବେ। ବେଲାଗାଭିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଳା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରୁପ୍ପା, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। କର୍ଣ୍ଣାଟକର ପଶୁପାଳନ ମନ୍ତ୍ରୀ ପ୍ରଭାସ ଚାବନ ସଙ୍କେତ ଦେଇଛନ୍ି ଯେ, ଡିସେମ୍ବର ୭ ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ଗୋହତ୍ୟା ନିଷେଧାଦେଶ ଆଇନ ଲାଗୁକରିବେ ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0