୩୫ ବର୍ଷରେ ଧାୱାନ । ଭାରତୀୟ ଅଭିଜ୍ଞ ଓପନର ଶିଖର ଧାୱନ ୩୫ ବର୍ଷରେ ପଦାର୍ପଣ କରିଛନ୍ତି । ଶନିବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଯୁବରା ସିଂଙ୍କଠାରୁ ଆରମ୍ଭ କରି କ୍ରିକୋଟ ଜଗତର ତାରକାମାନେ ତାଙ୍କୁ ଅଭିନ୍ଦନ ଜଣାଇଛନ୍ତି । ଳୋକେଶ ରାହୁଲ, ଭଭିଏସ ଲକ୍ଷବଚ୍ଚ ତାଭ୍କୁ ଅଭିନ୍ଦନ ଜରାଇବା ସହ ଭାରତୀୟ କି୍ରକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ଯୁଇଯ କରି ତାଙ୍କୁ ଶୁଭକାମନା ଜରାଇଛନ୍ତି । ଧାୱାନ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟ, ୧୩୯ଟି ଦିନିକିଆ ଓ ୬୧ଟି ଟି୨୦ ମ୍ୟାଚ ଖେଳିଛନ୍ତି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0