ଇଣ୍ଟରନ୍ୟାସନାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ବଲିଉଡ ନାୟକ ହ୍ରିତିକ୍ ରୋଶନ । ଗତବର୍ଷ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ସୁପର-୩୦ର ଇଂଲିସ ଭର୍ସନରେ ନଜର ଆସିବେ ହ୍ରିତିକ । ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ଇଣ୍ଟରନ୍ୟାସନାଲ ଭର୍ସନ ହେବାକୁ ଯାଉଛି । ଆନନ୍ଦ କୁମାର ଏହାର ନିର୍ମାଣ କରିବେ ବୋଲି ଜଣାପଡିଛି । ‘ସୁପର ଥାର୍ଟି ଚେଞ୍ଜିଙ୍ଗ ଦ ୱାର୍ଲଡ ଷ୍ଟୁଡେଣ୍ଟ ଟାଇମ’ ଆନନ୍ଦ କୁମାର ଏହି ପୁସ୍ତକର ଲେଖକ କାନାଡାର ସାଇକିଆଟ୍ରିକ୍ ବିଜୁ ମେଟ୍ରୋ କରିଥିବା କୁହାଯାଏ । ଏହାର କପି ରାଇଟସ୍ ନିଆଯାଇଛି । ସୂଚନାଯୋଗ୍ୟ ୨ ବର୍ଷ ପୂର୍ବରୁ ହ୍ରିତିକଙ୍କ ଇଣ୍ଟରନ୍ୟାଶନାଲ କ୍ୟାରିୟର ଆରମ୍ଭ ହେବା କଥା । ଯେତେବେଳେ ତାଙ୍କୁ ତରସେମ ସିଂ ସେକ୍ସପିୟରଙ୍କ ହେଲମେଟର ଦେଶୀ ରୋଲ ପାଇଁ ଚୟନ କରିଥିଲେ । ଏହାର ନାମ ଆଦିତ୍ୟ ଥିଲା । ହେଲେ ହ୍ରିତିକ୍ ନିଜେ ଏହାକୁ ମନା କରି ଦେଇଥିଲେ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0