ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଇତିହାସ ପାଇଁ ଡିସେମ୍ବର ୬ ଏକ ବିଶେଷ ଦିନ । ଆଜି ଜଣେ କିମ୍ବା ଦୁଇଜଣ ନୁହେଁ ପାଞ୍ଚ ଜଣ କ୍ରିକେଟର ଜନ୍ମଦିନ ପାଳନ କରୁଛନ୍ତି।
Wishing @karun126, only the second Indian batsman to score a Test triple hundred, a very happy birthday. 🎂👏 pic.twitter.com/o9wNnQa4YH
— BCCI (@BCCI) December 6, 2020
ଭାରତରେ ତାରକା ପେସର୍ ଜସପ୍ରୀତ ବୁମ୍ରା, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର, କରୁଣ ନାୟାର, ଟେଷ୍ଟରେ ତ୍ରିଗୁଣ ଶତକ ହାସଲ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ କରୁଣ ନାୟାର ଏବଂ ପୂର୍ବତନ ପେସ ବୋଲର ଆରପି ସିଂଙ୍କ ଜନ୍ମଦିନ ରହିଛି ।
Man of the Match on Test debut 💪
2007 World T20-winner 🏆Here's wishing @rpsingh, former #TeamIndia pacer and present member of BCCI's Cricket Advisory Committee, a very happy birthday 🎂👏 pic.twitter.com/4AHJJQMIpo
— BCCI (@BCCI) December 6, 2020
କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ ଟ୍ୱିଟ କରି ପାଞ୍ଚ ଖେଳାଳିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛି । ୬ ଡିସେମ୍ବର ୧୯୮୮ ରେ ଜନ୍ମ ହୋଇଥିବା ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଟି -୨୦ ସିରିଜରୁ ବାଦ ପଡିଛନ୍ତି । ୬ ଡିସେମ୍ବର ୧୯୯୪ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଶ୍ରେୟାସ ଆୟର । ଧଳା ବଲ୍ ଫର୍ମାଟରେ ବିଶ୍ୱର ଶ୍ରେଷ୍ଠ ବୋଲର ଜସପ୍ରୀତ ବୁମ୍ରା ୬ ଡିସେମ୍ବର ୧୯୯୩ ରେ ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ।
Wishing #TeamIndia trio of @Jaspritbumrah93, @imjadeja and @ShreyasIyer15 a very happy birthday. 🎂👏 pic.twitter.com/YAjXcnfcIT
— BCCI (@BCCI) December 6, 2020



Visitors Today : 1
Total Visitors : 130424
Total Views : 9891955
Visitors Online Now : 0