ଢେଙ୍କାନାଳ: ଗତରାତିରେ ଶିକାର ଅନେ୍ଵଷଣରେ ବୁଲୁଥିବା ୫ ଜଣ ଶିକାରୀଙ୍କୁ ବନ ବିଭାଗ କର୍ମଚାରୀମାନେ କପିଳାସ ସଂରକ୍ଷିତ ଜଙ୍ଗଲର ୭ ନମ୍ବର କମ୍ପାର୍ଟମେଣ୍ଟରୁ ଧରିବା ପରେ ଆଜି ଗିରଫ କରିଛନ୍ତି। ପଚରା ଉଚୁରା କରିବା ପରେ ବନ ବିଭାଗ କର୍ମଚାରୀମାନେ ସେମାନଙ୍କ ଘରେ ଚଢ଼ାଉ କରି ୪ଟି ଦେଶୀ ବନ୍ଧୁକ, ୨ଟା ହରିଣ ଶିଙ୍ଘ, ଗୋଟିଏ ହେଡ ଲ୍ୟାମ୍ପ, ୩ଟା ବଜ୍ରକାପ୍ତାର କାତି, ଓ ୩ଟା ମାଂସ କଟା ଛୁରି ଜବତ ହୋଇଥିବା ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0