spot_img

ଚୋରା ତେଲ ବେପାରୀଙ୍କ ଉପରେ ଚଢ଼ଉ

ଧର୍ମଶାଳା: କ୍ୟାବିନରେ ଚାଲିଛି ଚୋରା ତେଲ ବେପାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖୋଲାଖୋଲି ତେଲ ଅପମିଶ୍ରଣ ଓ ଚୋରା କାରବାର ଚାଲିଛି। ଧର୍ମଶାଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ କ୍ୟାବିନରେ ଚଢ଼ଉ କରି ଚୋରା ତେଲ ବେପାରୀଙ୍କ ସାମଗ୍ରୀ ଜବତ କରି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular