ଭୁବନେଶ୍ୱର: ଆଗକୁ ପୁଣି ୫ ଦିନ ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଜାରି ରହିବ । ଏହାସହ ରାଜ୍ୟରେ ପାଗ ମଧ୍ୟ ଶୁଖିଲା ରହିବ। ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଭଳି ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବା ସମ୍ଭାବନା ରହିଛି। ସେପଟେ ୮ଟି ଜିଲ୍ଲା ପାଇଁ ଆଜି ସକାଳ ୮ଟା ୩୦ ଯାଏଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କନ୍ଧମାଳ, ଜଗତସିଂହପୁର, କଟକ, ପୁରୀ, ଅନୁଗୁଳ ଏବଂ ଢେଙ୍କାନାଳ ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0