spot_img

ଚତୁର୍ଥ ଦିନରେ ପହଂଚିଲା ବିଜେପିର ଅନଶନ

ନୟାଗଡ଼: ଚତୁର୍ଥ ଦିନରେ ପହଂଚିଲା ବିଜେପିର ଅନଶନ । ପରୀକୁ ନ୍ୟାୟ ଦେବା ଦାବିରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନରେ ବସିଛି ବିଜେପି । ଅନଶନରେ ପରୀ ଅତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତପାଂ ଦାବି କରାଯାଇଛି । ଯେପର୍ଯ୍ୟନ୍ତ ପରୀକୁ ନ୍ୟାୟ ନମିଳିଛି ଅନିଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଚାଲୁ ରହିବ । ପ୍ରତ୍ୟେକ ଦିନ ବିଜେପିର ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇ ପରୀକୁ ନ୍ୟାୟ ଦାବିରେ ନାରାବାଜୀ ଦେବାର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular