spot_img

ସାରା ଦେଶରେ ଭାରତ ବନ୍ଦର ପ୍ରଭାବ

କେନ୍ଦ୍ର ଆଇନକୁ ବିରୋଧ କରି ଆଜି ସାରା ଦେଶରେ ବନ୍ଦ ପାଳନ ହୋଇଛି । ନୂଆ କୃଷି ଆଇନ ବିରୋଧରେ ଆନେ୍ଦାଳନ କରୁଥିବା ଚାଷୀଙ୍କୁ ହଠାତ୍ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆସନ୍ତା କାଲି ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ କେନ୍ଦ୍ରର ୬ଷ୍ଠ ରାଉଣ୍ଡ ବୈଠକ ବସିବ । ଏହା ପୂର୍ବରୁ ଆଜି ସଂନ୍ଧ୍ୟାରେ ଚାଷୀଙ୍କ ସହ ଆଲୋଚନା କରିବାକୁ ଶ୍ରୀ ସାହ ନିମନ୍ତ୍ରଣ ପଠାଇଛନ୍ତି । ଆଜି ଗାଁ ଠାରୁ ସହର ଯାଏଁ ସବୁଆଡେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା । ଏସବୁ ଭିତରେ ଶାହ ଚାଷୀଙ୍କୁ ଆଜି ଆଲୋଚନା ପାଇଁ ଡାକିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular