spot_img

ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ବର ଏଡିଜେ କୋର୍ଟଙ୍କ ଅନୁମତି ଦେଇଛନ୍ତି । ଡେଭିଡ ପିଟର୍‌ର ବୟାନ ଅନୁଯାୟୀ ଆସନ୍ତାକାଲିଠୁ ଆକାଶଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।

ସେପଟେ ପ୍ରଦୀପ ପାଣିପଗ୍ରାହୀଙ୍କ ପିଏ ସର୍ବେଶ୍ବର ରାଓଙ୍କୁ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି । ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟରଙ୍କ ବୟାନ ଅନୁଯାୟୀ ହାଜର ହେବାକୁ ନୋଟିସ୍ । ସର୍ବେଶ୍ବର ସମେତ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular