ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଅନ୍ତ୍ରରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦରର ବୃଦ୍ଧି ସହ ଦେଶରେ ମଧ୍ୟ ଅହେତୁକ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଏପରି ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗ୍ରାହକ ।
ଗତ ୧୮ ଦିନରେ ୧୫ ଧର ବୃଦ୍ଧି ଘଟିଛି ରେଟ୍ । ଅନ୍ତ୍ରରାଷ୍ଟ୍ରୀୟ ତୈଳ ଦର ସହ ଦେଶରେ ମଧ୍ୟ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । କରୋନା ମହାମାରୀ ବେଳେ ଆର୍ଥିକ ସ୍ଥିତି ସୁଧୁରି ନାହିଁ, ତେଣୁ ଏହି ପରିସ୍ଥିତିରେ ଏଭଳି ତେଲ ଦର ବୃଦ୍ଧି ଯୋଗୁଁ ଖାଉଟି ଏକପ୍ରକାର ମହଙ୍ଗା ମାଡର ସମ୍ମୁଖୀନ ହୋଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0