ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ବନ୍ଦ ହୋଇଥିବା ଭାରତ ଏବଂ ନେପାଳ ମଧ୍ୟରେ ବିମାନ ସେବା ପୁଣି ଆରମ୍ଭ ହେବାକୁ ଯାଉଛି। ଉଭୟ ଦେଶ ଏଥିରେ ସହମତ ହୋଇଛନ୍ତି। ଉଭୟ ପାର୍ଶ୍ୱରୁ ପ୍ରତିଦିନ କେବଳ ଗୋଟିଏ ବିମାନ ଆସିବ । ତେବେ ଭାରତରୁ କେବଳ ଏୟାର ଇଣ୍ଡିଆ ବିମାନ କାଠମାଣ୍ଡୁକୁ ଉଡିବ । ଭାରତୀୟ, ନେପାଳୀ ଓ OCI / PIO ଏବଂ ଭାରତୀୟ ଭିସା ଥିବା ଯାତ୍ରୀମାନଙ୍କୁ ଏହି ବିମାନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଅନ୍ୟପଟେ ଟୁରିଷ୍ଟ ଭିସା ଥିବା ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ନାହିଁ ବୋଲି ସୂଚନା ମିଳଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0