ନୂଆଦିଲ୍ଲୀ: ଦୀର୍ଘ ୫୫ ବର୍ଷ ପରେ ଭାରତ-ବାଂଲାଦେଶ ମଧ୍ୟରେ ଚାଲିବ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବର ୧୭ରେ ପଶ୍ଚିମବଙ୍ଗର ହଲଦିବାଡୀ ଏବଂ ପଡୋଶୀ ବାଂଲାଦେଶର ଚିଲହାଟୀ ମଧ୍ୟରେ ରେଳ ମାର୍ଗ ଉଦଘାଟନ କରିବେ । ୧୯୮୬ରେ ଭାରତ ଏବଂ ପୂର୍ବ ପାକିସ୍ତାନ ମଧ୍ୟରେ ରେଳ ସଂଯୋଗ ଭାଙ୍ଗିବା ପରେ କୁଚ ବିହାରର ହଲଦିବାଡୀଠାରୁ ଉତ୍ତର ବାଂଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ରେଳ ଲାଇନ ଖରାପ ହୋଇଯାଇଥିଲା । ଏନଏଫଆର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି ଯେ ଚିଲହାଟୀରୁ ହାଲଡିବାରୀ ପର୍ଯ୍ୟନ୍ତ ଏକ ମାଲବାହୀ ଟ୍ରେନ ଚଳାଚଳ କରିବ, ଯାହାକି ଏନଆଇଏଫର କଟିହର ବିଭାଗ ଅଧୀନରେ ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0