spot_img

ବେଆଇନ ଜମି କାରବାର ନେଇ ବିଧାୟକଙ୍କ ନାଁରେ ଅଭିଯୋଗ

ବ୍ରହ୍ମପୁର: କ୍ଷମତାର ଅପବ୍ୟବହାରକୁ ନେଇ ବିଧାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଭିଜିଲାନ୍ସରେ ବିଧାୟକଙ୍କ ନାଁରେ ଫେରାଦ ।
ବ୍ରହ୍ମପୁରର ସୋରଡା ଅ଼ଞ୍ଚଳର ଶତାଧିକ ଆଦିବାସୀ ଓ ଦଳିତ ଚାଷୀ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ବିଧାୟକ କ୍ଷମତାର ବ୍ୟବହାର କରି ଜଙ୍ଗଲ ଓ ସରକାରୀ ଜମି ହାତେଇଥିବା ଅଭିଯୋଗ କରାଯାଇଛି। ବେଆଇନ ଜମି କାରବାର ନେଇ ଗୋପାଳପୁର ବିଧାୟକଙ୍କ ସହ ସୋରଡା ବିଧାୟକଙ୍କ ସଂମ୍ପୃକ୍ତି ଥିବା ନେଇ ବ୍ରହ୍ମପୁର ଏସ୍ପିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଘଟଣାରେ ଭିଜିଲାନ୍ସ ଏସ୍ଆଇ ଟିମ୍ ତଦନ୍ତ କରୁଛି ଓ ଶୀଘ୍ର ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular