spot_img

ଚେନ୍ନାଇ ସିଟି ଏଫସିର ନୂଆ କୋଚ ହେଲେ ସତ୍ୟସାଗର

ଚେନ୍ନାଇ: ପୂର୍ବତନ ଚାମ୍ପିୟନ ଚେନ୍ନାଇ ଦଳର ନୂତନ ମୁଖ୍ୟ କୋଚ ହେଲେ ସତ୍ୟସାଗର । ଏହା ପୂର୍ବରୁ ସତ୍ୟସାଗର କ୍ଲବର ସହକାରୀ କୋଚ ଭାବେ କାର୍ଯ୍ୟ କରିସାରିଛନ୍ତି । ତେବେ ପୂର୍ବତନ କୋଚ ଆକବର ନୱାଜ ଗତ ଅକ୍ଟୋବରରେ ଚେନ୍ନାଇ ଦଳ ଛାଡି ଚାଲିଯାଇଥିଲେ । ତେଣୁ ତାଙ୍କ ସ୍ଥାନରେ ୨୬ ବର୍ଷୀୟ କୋଚିଂ ଅଭିଜ୍ଞତା ଥିôôବା ସତ୍ୟସାଗରଙ୍କୁ ନିଯୁକ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular