ଚେନ୍ନାଇ: ଭାରତର କିମ୍ବଦନ୍ତୀ ଚେସ ଖେଳାଳି ବିଶ୍ୱନାଥ ଆନନ୍ଦ ଏକ ଏକାଡେମୀ ପ୍ରତିଷ୍ଠା କରିବେ । ଏନେଇ ସେ ୱେଷ୍ଟବ୍ରିଜ କ୍ୟାପିଟାଲ ସହ ହାତ ମିଳାଇଛନ୍ତି । ତେବେ ତାଙ୍କର ଏହି ଏକାଡେମୀରେ ବିଶ୍ୱ ଯୁବ ଚାମ୍ପିୟନ ଯୁବ ଖେଳାଳିଙ୍କୁ ଟ୍ରେନିଂ ଦେବେ । ଅନ୍ୟପଟେ ଏକାଡେମୀର ନାମ ୱେଷ୍ଟବ୍ରିଜ ଏକାଡେମୀ ରଖାଯାଇଛି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0