spot_img

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଦୈନିକ ୩୦,୦୦୦ ଦର୍ଶକଙ୍କୁ ଅନୁମତି

ମେଲବୋର୍ନ: ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟକୁ ଷ୍ଟାଡିୟମରେ ଦୈନିକ ୩୦,୦୦୦ ଦର୍ଶକ ଦେଖିପାରିବେ । ତେବେ ଭିକ୍ଟୋରିଆ ପ୍ରଦେଶ ସରକାର ଦର୍ଶକଙ୍କ ସଂଖ୍ୟା ଉପରେ କୋହଳ କରିବାରୁ ଏହା ସମ୍ଭବ ହୋଇପାରିଛି । ଅନ୍ୟପଟେ ଚଳିତ ମାସ ୨୬ରୁ ୩୦ ପର୍ଯ୍ୟନ୍ତ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହି ଟେଷ୍ଟ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular