spot_img

ରାଜସ୍ଥାନରେ କଂଗ୍ରେସକୁ ମିଳିଲା ବଡ ଝଟକା

ଜୟପୁର: ରାଜସ୍ଥାନରେ କଂଗ୍ରେସକୁ ମିଳିଲା ବଡ ଝଟକା । ଭାରତୀୟ ଟ୍ରାଇବାଲ ପାର୍ଟି ସରକାରଙ୍କ ନିକଟରୁ କଂଗ୍ରେସର ହାତ ଛାଡିଛି ବିଟିପି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଫଳ ଜଣାପଡିଥିଲା । ଏଥିରେ ବିଜେପିର ବିଜୟ ହୋଇଥିଲା । କଂଗ୍ରେସ ଧରାଶାୟୀ ହୋଇଥିଲା । ସାରା ଦେଶରେ କୃଷି ଆଇନକୁ ନେଇ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ବିରୋଧରେ ଅସନ୍ତୋଷ ଥିବା ବେଳେ ନିର୍ବାଚନ ଫଳ କିନ୍ତୁ ଏହାର ବୀପରିତ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular