ନୂଆଦିଲ୍ଳୀ: ପୋଷ୍ଟ ଅଫିସରେ ଆକାଉଣ୍ଟଧାରୀଙ୍କ ପାଇଁ ନୂଆ ନିୟମ ଆସିଛି । ତେବେ ବର୍ତ୍ତମାନ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନରଖିଲେ ଗ୍ରାହକଙ୍କୁ ଜରିମାନା ଭରିବାକୁ ପଡ଼ିବ। ପୋଷ୍ଟ ଅଫିସ୍ ସେଭିଂସ୍ ଖାତାରେ ଖାତାଧାରକ ସର୍ବନିମ୍ନ ବାଲାନ୍ସ ନରଖିଲେ ୧୦୦ ଟଙ୍କା ତଣ୍ଡ ଗଣିବେ। ତେବେ ଆକାଉଣ୍ଟରେ ଅତି କମ୍ରେ ୫୦୦ ଟଙ୍କା ରଖିବା ବାଧ୍ୟତାମୂଳକ ବୋଲି ଇଣ୍ଡିଆ ପୋଷ୍ଟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ତେବେ ଏହି ନିୟମ ଆଜିଠୁ ଲାଗୁ ହୋଇଛି।
Now maintaining minimum balance in Post Office Savings Account is mandatory.#MyPostIndiaPost pic.twitter.com/ZLDkEpIYts
— India Post (@IndiaPostOffice) December 10, 2020



Visitors Today : 3
Total Visitors : 130492
Total Views : 9892035
Visitors Online Now : 0