spot_img

ପ୍ରସିଦ୍ଧ ଡ୍ୟାନ୍ସର-କୋରିଓଗ୍ରାଫର ରେମୋ ଡି-ସୁଜାଙ୍କୁ ହୃଦଘାତ

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରିର ବହୁ ଚର୍ଚ୍ଚିତ ଡ୍ୟାନ୍ସର-କୋରିଓଗ୍ରାଫର ରେମୋ ଡି-ସୁଜାଙ୍କୁ ହୃଦଘାତ ହେବା ଫଳରେ ତାଙ୍କୁ ମୁମ୍ବାଇସ୍ଥିତ କୋକିଳାବେନ ହସ୍କିଟାଲରେ ଭର୍ତ୍ତି କରାଯାଇଛି । ତେବେ ରେମୋ ଡି-ସୁଜା ବଲିଉଡ୍ରେ ଜଣେ କୋରିଓଗ୍ରାଫର ଭାବେ ଡେବ୍ୟୁ କରିଥିଲେ। କୋରିଓଗ୍ରାଫରରୁ ନିର୍ଦେଶକ ହୋଇଥିବା ରେମୋ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ନିକଟରେ ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି ମାଧ୍ୟମରେ ରେମୋ ଡି-ସୁଜା ଦର୍ଶକଙ୍କ ପାଇଁ କିଛି ନୂଆ କରିବାକୁ ପ୍ରୟାସ କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular