spot_img

ବୁମରାଙ୍କ ସଟରେ ଆହତ ହେଲେ ଗ୍ରୀନ

ସିଡନୀ: ବୁମରାଙ୍କ ବଲରେ ଆହତ ହେଲେ କ୍ୟାମେରନ ଗ୍ରୀନ । ତେବେ ଯଶପ୍ରୀତ ଏକ ଷ୍ଟ୍ରେଟ ଡ୍ରାଇଭ ଖେଳୁଥିବା ବେଳେ ବଲ ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା । ମୁଣ୍ଡରେ ବଲ୍ ବାଜିବା ପରେ ଗ୍ରୀନ୍ ତଳେ ବସି ପଡିଥିଲେ । ଏହି ସମୟରେ ନନ୍ ଷ୍ଟ୍ରାଇକର ଏଣ୍ଡରେ ଥିବା ମହମ୍ମଦ ସିରାଜ ଗ୍ରୀନଙ୍କ ପାଖକୁ ଆସିଥିଲେ । ମେଡିକାଲ ଟିମ୍ ୨ ମିନିଟ୍ ଯାଏଁ ଗ୍ରୀନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବଲ୍ ତାଙ୍କ ମୁଣ୍ଡର ବାମ ପଟେ ବାଜିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular