ମୁମ୍ବାଇ: ୯୮ ବର୍ଷରେ ପଦାର୍ପଣ କଲେ ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର । ଦିଲୀପ କୁମାରଙ୍କ ପତ୍ନୀ ସାୟରା ବାନୋ ପ୍ରତି ବର୍ଷ ତାଙ୍କ ଜନ୍ମଦିନ ପ୍ଲାନ୍ କରନ୍ତି କିନ୍ତୁ ଏଥର ସେ କୌଣସି ବଡ଼ ଉତ୍ସବ ପାଳନ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ସଙ୍କଟ ଯୋଗୁଁ ଏବର୍ଷ କୌଣସି ବଡ଼ ପର୍ବ ପାଳନ କରାଯିବ ନାହିଁ କାରଣ କରୋନାର ପ୍ରକୋପ ଏବେ ବି ଜାରି ରହିଛି। ଏହା ବ୍ୟତୀତ ଦିଲୀପ କୁମାରଙ୍କ ଭାଇ ଅହସାନ ଏବଂ ଅସଲମଙ୍କ ମଧ୍ୟ ନିକଟରେ ପରଲୋକ ହୋଇଛି।
Which #DilipKumar movies have you watched in 2020.
Reply below. -FF pic.twitter.com/AUUEl2ITUV— Dilip Kumar (@TheDilipKumar) December 11, 2020



Visitors Today : 21
Total Visitors : 130489
Total Views : 9892031
Visitors Online Now : 0