spot_img

ବ୍ରାଜିଲରେ ଅଣ-ଭାରତୀୟଙ୍କୁ ରାମାନୁଜନ ପୁରସ୍କାର

ନୂଆଦିଲ୍ଲୀ:  ବ୍ରାଜିଲରେ ଅଣ-ଭାରତୀୟଙ୍କ ସଫଳତା । ବ୍ରାଜିଲର କାରୋଲିନା ଆରାଉଜୋ ଯୁବ ଗଣିତଜ୍ଞଙ୍କ ପାଇଁ ରାମାନୁଜନ ଜିତିଛନ୍ତି ଜଣେ ଅଣ-ଭାରତୀୟ । ଯୁବ ଗଣିତଜ୍ଞ ପାଇଁ ରାମାନୁଜନ ପୁରସ୍କାର,୯ ଡିସେମ୍ବର୨୦୨୦ ରେ ପ୍ରଦାନ କରାଯାଇଛି । ପୁରସ୍କାର ବିତରଣ ସମାରୋହରେ , ଶ୍ରୀମତୀ ଆରାଉଜୋ ‘ ପଜିଟିଭ୍ ଟାଙ୍ଗେଂଟ ବଣ୍ଡଲସ୍ ସହିତ ଆଲଜେବ୍ରିକ୍ କିସମ’ ଶୀର୍ଷକ ଆଲେଚନା କରି ବୀରାଟିକାଲ ଜ୍ୟାମିତି ଏବଂ ଫୋଲିଏସନ୍ ସହିତ ବିଜ ବର୍ଣ୍ଣିତ ଜ୍ୟାମିତି ବିଷୟରେ କହିଥିଲେ । ବ୍ରାଜିଲର ରାଓ ଡ଼ି ଜେନେରିଓ ଇନଷ୍ଟିଚୁ୍ୟଟ ଫର ଶୁଦ୍ଧ ଏବଂ ଆପ୍ଲାଏଡ଼ ଗଣିତ ର ଗଣିତଜ୍ଞ କାରୋଲିନା ଆରୁଜୋଙ୍କୁ ପ୍ରଦାନ କରାଯାଇଛି । ଆନ୍ତର୍ଜାତୀୟ ଗଣିତ ୟୁନିୟନରେ ମହିଳା ଗଣିତ କମିଟିର ଉପାଧ୍ୟକ୍ଷ ଥିବା ଶ୍ରୀମତି ଆରାଉଜୋ ଏହି ପୁରସ୍କାର ଗ୍ରହଣ କରିବାରେ ଅଣ-ଭାରତୀୟ । ବିକାଶଶୀଳ ଦେଶରେ ଉଲ୍ଲେଖନୀୟ ଗବେଷଣା କରିଥିବା ୪୫ ବର୍ଷରୁ କମ୍ ବୟସର ଗଣତଜ୍ଞ ମାନଙ୍କୁ ପ୍ରତିବର୍ଷ ରାମାନୁଜନ ପୁରସ୍କାର ପ୍ରଦାନ କରାଯାଇଥାଏ । ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ଆଇସିଟିପି ସହଯୋଗରେ ଏକ ବିକାଶଶୀଳ ଦେଶର ଜଣେ ଗବେଷକଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ଏହା ଛଡ଼ା ବିଜ ବୌଜ୍ଞାନିକ ଜ୍ୟାମିତିକାରେ କାର୍ଯ୍ୟ ପାଇଁ ଆନ୍ତର୍ଜାତୀୟ ଗଣିତ ୟୁନିୟନ ପ୍ରଦାନ କରାଯାଇଥାଏ । ମହିୂଳା ଗଣିତଜ୍ଞଙ୍କୁ ଉସôାହିତ କରିବା ଏବଂ ସେମାନଙ୍କୁ ନିଜ ଉଦାହରଣ ପ୍ରେରଣା ଦେବା ପାଇଁ ଶ୍ରୀମତୀ ଅରାଉଜୋଙ୍କୁ କିଛି ପ୍ରଫେସର ଏବଂ ସଚିବ ଭାରତକୁ ନିମନ୍ତ୍ରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular