ଜୋହାନ୍ସବର୍ଗ: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜରେ ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକଙ୍କୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର କ୍ୟାପଟେନ ପାଇଁ ମନୋନୀତ କରାଯାଇଛି । ତେବେ ଡି’କକଙ୍କୁ ୨୦୨୦-୨୧ ସିଜନ ପାଇଁ ସାମୟିକ ଭାବେ ଟେଷ୍ଟ ଦଳର ଅଧିନାୟକ କରାଯାଇଛି । ଅନ୍ୟପଟେ ଡି’କକଙ୍କ ଅଧିନରେ ଦକ୍ଷିଣ ଆଫ୍ରିକା ତିନୋଟି ସିରିଜ ଯଥାକ୍ରମେ ଶ୍ରୀଲଙ୍କା, ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ବୋଲି ଜାତୀୟ ସିଲେକ୍ସନ ପ୍ୟାନେଲ ମୁଖ୍ୟ ଭିକ୍ଟର ଏମପିଟସାଙ୍ଗ ସ୍ପଷ୍ଟ କରିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0