spot_img

ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନଙ୍କୁ କରୋନା

ମୁମ୍ବାଇ: କରୋନ ପଜିଟିଭ ହେଲେ ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନ । ଏହି କଥା ସେ ନିଜ ଇନଷ୍ଟାଗ୍ରାମ ରେ ସେୟାର କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଜକୁ ଆଇସୋଲେଟରେ ରିଖିଛନ୍ତି । ତାଙ୍କ ସଂଷ୍ପର୍ଶ ରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର କରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି ।

ସୋସିଅଲ ମିଡ଼ିଆରେ ମହିରା ଖୁବ ଆକ୍ଟିଭ ଥାନ୍ତି । ସେ ବଲିଉଡ଼ରେ ମଧ୍ୟ କାମ କରିଛନ୍ତି । ଫିଲ୍ମ ‘ରଇସ’ ଜରିଆରେ ସେ ବଲିଉରେ ପାଦ ଦେଇଥିଲେ । ଯେଉଁଥିରେ ଅଭିନେତା ଶାହରୁଖଙ୍କ ସହ ତାଙ୍କ କେମେଷ୍ଟ୍ରି ଖୁବ ଜମିଥିଲା ।

ମହିରା ପାକିସ୍ତାନ କରାଚିରେ ଜନ୍ମଗ୍ରହଣ କରିଥିଲେ । ଖାଲି ଚଳଚିତ୍ର ନୁହଁ ଅନେକ ଟିଭି ସିରିଏଲରେ ମଧ୍ୟ ସେ ଅଭିନୟ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular