spot_img

ଜି.ଆର.ଏସ.ଇ ର ପ୍ରଥମ P17A ଷ୍ଟିଲ ଫ୍ରିଗ୍ରେଟ ଲଞ୍ଚ

ନୂଆଦିଲ୍ଲୀ: ସୋମବାର ଆରମ୍ଭ ହେବ ଜି.ଆର.ଏସ.ଇ ର ପ୍ରଥମ P17A ଷ୍ଟିଲ ଫ୍ରିଗ୍ରେଟ । ଯାହା ନୌସେନାର ଶକ୍ତି ବୃଦ୍ଧି କରିବ । ପ୍ରତିରକ୍ଷା ପି.ଏସ.ୟୁ ଗାର୍ଡ଼େନ ରିଚ୍ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରର୍ସ ମାନଙ୍କ ଦ୍ୱାରା ଏହା ନିର୍ମିତ । ପ୍ରତିରକ୍ଷା ଅଧିକାରୀ ଜେନେରାଲ ବିପିନ୍ ରାୱତ୍ ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଜି.ଆ,ଏସ,ଇ P17A ଅଧିନରେ ତିନୋଟି ଅତ୍ୟାଧୁନିକ ନୌସେନା ଜାହାଜ ନିର୍ମାଣ କରୁଛି । ଏହି ପ୍ରକଳ୍ପ ଅଧିନରେ ସୋମବାର ପ୍ରଥମ ଜାହାଜ ଲଂଚ ହେବ । ସମୁଦ୍ରରେ ପ୍ରବେଶ କରୁଥିବାରୁ ଏହାକୁ ବ୍ୟାପକ ପରୀକ୍ଷଣ କରିବାକୁ ପଡ଼ିବ । ଏହା ସପଂଳ ହେବା ମାତ୍ରେ ନୌସେନାକୁ ଦିଆଯିବ । ପ୍ରତିରକ୍ଷା ଅଧିକାରୀ ବିପିନ ରାୱତଙ୍କ ପତ୍ନି ମଧୁଲିକା ରାୱତ ଏହି ଜାହାଜକୁ ହୁଗୁଳି ନଦୀ କୁଳରେ ଲଂଚ କରିବେ । P17A ହେଉଛି ଏକ ଜାହାଜ ଗାଇଡ଼ ମିସାଇଲ ଫ୍ରିଗ୍ରେଡ । ପ୍ରତ୍ୟେକ ଜାହାଜର ଲମ୍ବ ୧୪୯ ମିଟର ଏବଂ କ୍ଷମତା ପ୍ରାୟ ୬୬୭୦ ଟନ୍ ଏହାର ଗତି ୨୮ ଟନ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular