ମୁମ୍ବାଇ : ବିଗବସ ୧୪ ସିଜନରେ ଦେଖିବାକୁ ମିଳୁଛି ଅନେକ ଟ୍ୱିଷ୍ଟ । ନୂଆ ପ୍ରତିଯୋଗୀ ଆସୁନାହାଁନ୍ତି କିନ୍ତୁ ପୂରୁଣା ପ୍ରତିଯୋଗୀମାନେ ଘରକୁ ଫେରିଆସୁଛନ୍ତି । ତେବେ ନିକଟରେ ବିଗବସ ହାଉସ ଭିତରୁ ଖେଳ ଅଧାରୁ ସିଙ୍ଗର ରାହୁଲ ବୈଦ ଘର ଛାଡ଼ି ଚାଲିଯାଇଥିଲେ । ଏବେ ହଠାତ ପୁଣି ସୋ କୁ ରିଏଣ୍ଟ୍ରି କରିଛନ୍ତି ।

ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କିନ୍ତୁ ରାହୁଲଙ୍କୁ ଖୋଲା ଖୋଲି ସ୍ୱାଗତ କରିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ଦିଶା ପରମାର । ଦିଶା ନିଜ ଟ୍ୱିଟରେ ରାହୁଲଙ୍କ ନାଁ ନନେଇ ଲେଖିଛନ୍ତି ହିରୋ ଆସିଗଲେ । ଦିଶା ପୂର୍ବରୁ ମଧ୍ୟ ରାହୁଲଙ୍କୁ ସମର୍ଥନ କରିଆସିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0