spot_img

୨୬,୩୮୨ ନୂଆ ଆକ୍ରାନ୍ତ, ୩୮୭ ମୃତ

ଦେଶରେ ଦୈନିକ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୪୪ ହଜାର ୦୯୬ କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୯୯ ଲକ୍ଷ ୩୨ ହଜାର ୫୪୭ । ଗତ ୨୪ ଘଣ୍ଟାରେ ୨୬ ହଜାର ୩୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦିନକରେ ୩୮୭ ଜଣଙ୍କର କରୋନାରେ ମୃତୁ୍ୟ ଘଟିଛି । ଆଶ୍ୱାସନାର ବିଷୟ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଲେଣି ୯୪ ଲକ୍ଷ ୫୬ ହଜାର ୪୪୯ ଜଣ । ସେପଟେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ଲକ୍ଷ ୩୨ ହଜାର ୦୦୨ ରହିଛି । ଦେଶରେ

LEAVE A REPLY

Please enter your comment!
Please enter your name here

- Advertisment -

Most Popular