spot_img

ମୁଡି ସନରାଇଚର୍ସର କ୍ରିକେଟ ନିଦେ୍ର୍ଦଶକ

ମୁଡି ସନରାଇଚର୍ସର ହେଲେ କ୍ରିକେଟ ନିଦେ୍ର୍ଦଶକ । କ୍ରିକେଟରରୁ କୋଚ ହୋଇଥିବା ଅଷ୍ଟ୍ରେଲିଆର ଟିମ ମୁଡି ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦର କ୍ରିକେଟ ନିଦେ୍ର୍ଦଶକ ଭାବେ ନୁଯୁକ୍ତି ପାଇଛନ୍ତି । ଏହି ୫୫ ବର୍ଷୀୟ ଅଷ୍ଟ୍ରେଲିଆ ୨୦୧୯ ପର୍ଯ୍ୟନ୍ତ ୭ ବର୍ଷ ଧରି ସନରାଇର୍ଜର ଦାୟିତ୍ୱରେ ରହିଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଦଳ ୨୦୧୯ ରେ ଟାଇଟଲ ବିଜୟୀ ହୋଇପାରିଥଲା । ଗତବର୍ଷ ଜୁଳାଇରେ ଇଂଲଣ୍ଡର ବିଶ୍ୱକପ ବିଜୟୀ କୋଚ ଟ୍ରେଭର ବୋଲିସ କୋଚ ଦାୟିତ୍ୱ ଗ୍ରହ କରିଥିଲେ । ମୁଡିଙ୍କ ୭ ବର୍ଷ କାର୍ଯ୍ୟକାଳରେ ସନରାଇଜର୍ସ ୫ଥର ଆଇପିଏଲ କ୍ୱାଲିଫାୟାର୍ସରେ ପହଞ୍ଚିପାରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular