spot_img

ଲିନ୍ ଓ ଡାନ୍ ଲରେନ୍ସଙ୍କୁ ଜରିମାନା

କ୍ରିସ ଲିନ ଓ ଡାନ ଲରେନ୍ସଭ୍କୁ ଜରିମାନା । ବିଗ୍ ବାଶ୍ ଟି୨୦ ଲଶିଗ ବେଳେ କରୋନା ଭାଇରସ ପ୍ରୋଟକଲ ଭଙ୍ଗ କରିଥିବାରୁ ବ୍ରସବେନ ହିଟର କ୍ରିସ ଲିନ ଓ ଡାନ ଲରେନ୍ସଙ୍କୁ ୧୦,୦୦୦ ଅଷ୍ଟ୍ରେଲିଆ ଡଲାର ୫,୬୪୦ ପାଉଣ୍ଡ ଜରିମାନା ହୋଇଛି । ଉଭୟେ ଜଣେ ପ୍ରଶଂସକଙ୍କ ସହ ଫଟୋଗ୍ରାଫ ପାଇଁ ପୋଜ ଦେଇଥିଲେ । ନିୟମ ଉଲ୍ଲଘଂନ ପରେ ସିଡନୀ ଥଣ୍ଡର ଦ୍ୱାରା ବିଗ ବାଶ ପରାଜୟ ବେଳେ ଏହି ଦୁଇ ଜଣଙ୍କୁ ସେମାନଙ୍କ ଟିମ୍ ମେଣ୍ଟଠାରୁ ଦୂରତା ରଖିବାକୁ ପଡିଥିଲା । ଲିନ ଓ ଲରେନ୍ସଙ୍କୁ ଗତ ସପ୍ତାହରେ ଇଂଲଣ୍ଡ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା । ଉଭୟେ ଦଣ୍ଡକୁ ଗ୍ରହଣ କରିଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ଦ୍ୱାରା ଏକ ତଦନ୍ତ ପରେ ବିଅସବେନ ହିଟ ଦଳକୁ ମଧ୍ୟ ୫୦,୦୦୦ ଆମେରିକୀୟ ଜଲାର ଜରିମାନା ହୋଇଥିଲା । . କ୍ରିସ୍

LEAVE A REPLY

Please enter your comment!
Please enter your name here

- Advertisment -

Most Popular