ଗଞ୍ଜାମ : ଗଞ୍ଜାମ ଜିଲ୍ଲାପାଳ ଙ୍କ ହିଞ୍ଜିଳିକାଟୁ ପୋୖରାଞ୍ଚଳ ର ବୃନ୍ଦାବନ ବିଦ୍ୟାପୀଠ ସ୍କୁଲ କୁ ଆଜି ଅଚାନକ ଗସ୍ତ କ୍ଷ ହିଞ୍ଜିଳିକାଟୁ ର ୨ସ୍କୁଲ କୁ ସେଣ୍ଟର ଅଫ ଆକ୍ସିଲେନ୍ସ ରେ ସାମିଲ କରିବାକୁ ଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଆଜି ଗସ୍ତ କରି ସ୍କୁଲ ରେ ନିର୍ମାଣ ଚାଲିଥିବା ସ୍ମାର୍ଟ କ୍ଲାସ ରୁମ ବୁଲି ଦେଖିଥିଲେ କ୍ଷ ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟ ରେ କାର୍ୟ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ, ବିଡିଓ ପ୍ରଶନ୍ନ କୁମାର ପାତ୍ର, ତହସିଲଦାର ପ୍ରଭାତ ପରିଡା, ବ୍ଲକ ଶିକ୍ଷାଧିକାରୀ ବସନ୍ତ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନୀ, ସିଆରସି ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ



Visitors Today : 2
Total Visitors : 130212
Total Views : 9891682
Visitors Online Now : 0