spot_img

ମାଲକାନଗିରି ସୀମାନ୍ତରେ ପୁଣି ମାଓ ହିଂସା

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ ବିକାଶ କାମକୁ ବିରୋଧ କରି ଜାଳିଦେଲେ ୬ଟି ଗାଡି ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି

ଖବର ଅନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲା ଫରେସଗୋଡ଼ ଥାନା ଅନ୍ତର୍ଗତ  ଆଦାବାଡା ଅଞ୍ଚଳରେ ଘଟଣା ଘଟିଛି  ରାସ୍ତା କାମରେ ନିୟୋଜିତ ହୋଇଥିବା ୬ଟି ଗାଡି ପୋଡି ପାଉଁଶ ୨୦ରୁ ଅଧିକ ମାଓବାଦୀ ଆସି ଗାଡି ପୋଡ଼ି ଦେଇଥିବା ସୂଚନା ମିଳିଛି ଗାଡି ପୋଡାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ଖବର ପାଇ ଘଟଣା ସ୍ଥଳକୁ ଡି.ଆର.ଜିର ଯବାନଙ୍କୁ ପଠା ଯାଇଥିବା ବିଜାପୁର ଏସ୍ପି କମଲ୍ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular