ଚର୍ଚ୍ଚାରେ ବଲିଉଡ ଡ଼୍ୟାନ୍ସ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ । ଗଣେଶ ନିଜର ଡ଼୍ୟାନ୍ସ ପାଇଁ ଯେତିକି ପପୁଲାର ସେତିକି ନିଜ ଓଜନ ପାଇଁ ମଧ୍ୟ ପପୁଲାର । ଗଣେଶଙ୍କ ଓଜନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ,ଭାବନ୍ତି ଏତେ ଡ଼୍ୟାନ୍ସ କରୁଥିବା ବ୍ୟକ୍ତିଙ୍କ ଓଜନ କମୁନାହିଁ କେମିତି ।

କିନ୍ତୁ ଏବେ ଫ୍ୟାନଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଗଣେଶ । ଏବେ ସେ ନିଜର ୯୨ କିଲୋ କମ କରିଥିବା କଥା ସେ ନିଜେ କହିଛନ୍ତି । ନିକଟରେ କପଲି ଶର୍ମା ଶୋର ଏକ ପ୍ରୋମ ଭିଡ଼ିଓ ସାମ୍ନାକୁ ଆସିଛି । ତାଙ୍କୁ ଦେଖି ଦର୍ଶକେ ଜମା ବି ନିଜ ଆଖିକୁ ବିଶ୍ବାସ କରିପାରୁନାହାନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0