୧୦ ବର୍ଷ ପରେ ଅଲଗା ହେଲେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ପୂଜା ଗୋର ଓ ଅଭିନେତା ରାଜ ସିଂ ଆରୋରା । ପୂଜା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ସବୁବେଳେ ବନ୍ଧୁ ହେବୁ ଏବଂ ଏହା କେବେ ବଦଳିବ ନାହିଁ। ପୂଜା ଆହୁରି ମଧ୍ୟ ଲେଖିଛନ୍ତି, ‘ରାଜ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଯଦିଓ ଆମର ପଥ ବିଭ୍ରାନ୍ତ ହୋଇଛି, ତଥାପି ପରସ୍ପର ପ୍ରତି ସମ୍ମାନ ରହିବ ଜ୍ଝ ପୂଜା ଏବଂ ରାଜ ସୁଟିଂ ସେଟରେ ଭେଟିଥିଲେ । ଖୁବ୍ ଶୀଘ୍ର ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0