spot_img

ଚଳିତ ବର୍ଷ କମିବ ସିଲାବସ୍

ଭୁବନେଶ୍ୱର :ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି । ଶିକ୍ଷା କ୍ଷେତ୍ର ଉପରେ ଏହାର ପ୍ରଭାବ ପଡ଼ିଛି । ଚଳିତ ବର୍ଷ କରୋନା କାରଣରୁ ହ୍ରାସ ହେବ ପିଲାଙ୍କ ବାର୍ଷିକ ପାଠ୍ୟକ୍ରମ । ସିଲାବସ୍ ହ୍ରାସନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । କେବେ ସ୍କୁଲ୍ ଖୋଲିବ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପାଠ୍ୟକ୍ରମ କେତେ ହ୍ରାସ ହେବ ପ୍ରଥମରୁ ଦଶମ ଏସସିଇଆରଟି ବିଶେଷଜ୍ଞ ଏନେଇ ନିଷ୍ପତ୍ତି ନେବେ । କେତେ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ହେବ ସେ ନେଇ ଯଥେଷ୍ଟ ଆଗରୁ ପିଲାଙ୍କୁ ଜଣାଇ ଦିଆଯିବ ।

1 COMMENT

  1. ବିଭିର୍ଣ ସ୍ତରର ଶିକ୍ଷା standing କମିଟି ସହ ପରାମର୍ଶ କରାଯିବ ଉଚିତ ହେବ, ସରକାର ଧ୍ୟାନ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular