ନୂଆଦିଲ୍ଲୀ: ସାରା ଦେଶ କରୋନା ସହ ଲଢୁଥିବା ବେଳେ ଏଥରୁ ବାଦ ପଡିନାହଁନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂ ରାୱତ । ଏନେଇ ସେ ଟ୍ୱିଟ କରି ସମସ୍ତଙ୍କୁ ସ୍ପଷ୍ଟ କରିଛନ୍ତି । ତେବେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେଶନରେ ଅଛନ୍ତି । ଇତିମଧ୍ୟରେ ତାଙ୍କ ସହ ଯେଉଁମାନେ ସମ୍ପର୍କରେ ଆସିଛନ୍ତି ତାଙ୍କୁ କୋଭିଡ ଟେଷ୍ଟ କରିବା ପାଇଁ କହିଛନ୍ତି ।
आज मैंने कोरोना टेस्ट करवाया था और रिपोर्ट पॉजिटिव आई है। मेरी तबीयत ठीक है और symptoms भी नहीं हैं।अतः डॉक्टर्स की सलाह पर मैं होम आइसोलेशन में रहूँगा। मेरा सभी से अनुरोध है, कि जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Trivendra Singh Rawat (@tsrawatbjp) December 18, 2020



Visitors Today : 3
Total Visitors : 130426
Total Views : 9891957
Visitors Online Now : 0