ଭୁବନେଶ୍ୱର:ରାଜା ଆଚର୍ଯ୍ୟଙ୍କ ନାଁରେ ଏନଏସଏ ବା ଜାତୀୟ ନିରାପର୍ତ୍ତା ଆଇନ ଲାଗୁ କରାଯାଇଛି । ଏନଏସଏ ଲାଗୁ କରିବାପାଇଁ ପୋଲିସ କମିଶନର ନିଦେ୍ର୍ଦଶ ଦେଇଛନ୍ତି । ରାଜାଙ୍କୁ ଦାଦା ବଟି ଆଦାୟ ମାମଲାରେ କମିଶନରେଟ ପୋଲିସ ଗିରଫ କରିଥିଲା । ଦାଦା ବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି କରିଥିବାରୁ ଏନଏସ ଲାଗୁ କରାଯାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0